ଯାଦବ ଭବନରେ ମନ୍ଦିର ପ୍ରତିଷ୍ଠା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନରେ ବିଜୟା ଦଶମୀ ଦଶହରା ପୂଜା ପାଳନ ହୋଇଥିବା ବେଳେ ନବ ନିର୍ମିତ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ନୀତି ନିୟମ ଅନୁସାରେ ହୋମ, ଯଜ୍ଞ ସହ ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ ଛବିଳ ବଗର୍ତ୍ତି ଓ ଦୁତି ବାହନ ଚନ୍ଦନ । ପୂଜାକୁ ସହଯୋଗ କରିଥିଲେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଖରତମଲ ରାଉତ, ଘାସିରାମ ଦୀପ, ଆକୁଳ ବଗର୍ତ୍ତି, ପ୍ରଶାନ୍ତ ମହାକୁର ।

Leave A Reply

Your email address will not be published.

error: Content is protected !!