ବଲାଙ୍ଗିର, (କେପିଏନ୍ଏସ୍) : ଗତ ୩୧ ତାରିଖ ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ହୋଇଯାଇଥିବା ବେଳେ ଡିଏନ୍ଏ ଇନ୍ଷ୍ଟିଚ୍ୟୁଟ୍ର ଛାତ୍ରୀ ମାନସୀ ବାଗ ୬୦୦ ମାର୍କରୁ ୫୩୦ ମାର୍କ (୮୮.୩୪%) ଆଣି ଡିଏନ୍ଏ ଇନ୍ଷ୍ଟିଚ୍ୟୁଟ୍ରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Prev Post