om academy

ଚାଲିଗଲେ ମାନସ ରଞ୍ଜନ ସାହୁ

jsm

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଠି) : ପାରାଦ୍ୱୀପ ଇଷ୍ଟେଟ ବିଭାଗରେ କାର୍ୟ୍ୟରତ ମାନସ ରଞ୍ଜନ ସାହୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନୂଆବଜ଼ାର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପୁଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ଇଷ୍ଟେଟ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା ।

Leave A Reply

Your email address will not be published.