oom

ମାନବିକତା ଦେଖାଇଲେ କନେଷ୍ଟବଳ ବନ୍ଦିତା ପଟ୍ଟନାୟକ

jsmm

ବଲାଙ୍ଗିର, (କେପିଏନଏସ୍) : ମାନବିକତା ଦେଖାଇଛନ୍ତି ସଦର କୋର୍ଟ କନେଷ୍ଟବଳ ବନ୍ଦିତା ପଟ୍ଟନାୟକ। ଆଜି ଦିନ ପ୍ରାୟ ୧୨ଟା ୧୫ମି.ରେ ସ୍ଥାନୀୟ ସିଭିଲ କୋର୍ଟ ସାମ୍ନା ମୁଖ୍ୟ ରାସ୍ତାରେ ଅସୁସ୍ଥତା ହେତୁ ଜଣେ ମହିଳା ପଡ଼ି ଯାଇଥିବାରୁ ନିକଟରେ ଉପସ୍ଥିତ ଥିବା ସଦର କୋର୍ଟ କନେଷ୍ଟବଳ ବନ୍ଦିତା ପଟ୍ଟନାୟକ ତୁରନ୍ତ ମହିଳାଙ୍କୁ ଉଠାଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ସହଯୋଗ କରିବା ମାନସିକତା ଦେଖି ଉପସ୍ଥିତ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.