centurian jitm

ଗଞ୍ଜେଇ ଜବତ, ମହିଳା ଗିରଫ

nschool

ଭୁବନେଶ୍ୱର : ସାଲିଆସାହିରେ ଅବକାରୀ ମୋବାଇଲ ୟୁନିଟ୍‌ ପକ୍ଷରୁ ଆଜି ଚଢ଼ଉ କରାଯାଇ ୮ କିଲୋ ଗଞ୍ଜେଇ ଜବତ କରାଯିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ହେଲେ ବିମଳା ସାହୁ । ସୂଚନା ଅନୁଯାୟୀ, ଆଜି ସକାଳେ ମୋବାଇଲ ୟୁନିଟ୍‌ ପକ୍ଷରୁ ସାଲିଆସାହି ଅଞ୍ଚଳରେ ପେଟ୍ରୋଲିଂ କାରଯାଉଥିବା ବେଳେ ବିମଳା ମୋବାଇଲ ଟିମ୍‌ ହାବୁଡରେ ପଡ଼ିଥିଲେ । ତାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରେ ୮ କିଲୋ ଗଞ୍ଜେଇ ଥିଲା । ଜେରାବେଳେ ବିମଳା କନ୍ଧମାଳରୁ ଗଞ୍ଜେଇ ଆଣି ବିକ୍ରି କରନ୍ତି ବୋଲି ମାନିଯାଇଥିଲେ ।

Leave A Reply

Your email address will not be published.