om academy

ବଲିଉଡ ଅଭିନେତ୍ରୀ ମାହି ଗିଲ୍‌ ବିଜେପିରେ ଯୋଗଦେଲେ

jsm

ଚଣ୍ଡିଗଡ଼ : ଆଉ କିଛି ଦିନ ବ୍ୟବଧାନରେ ପଞ୍ଜାବର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ନିଜ ଦଳରେ ବିଜେପି ଏପରି କିଛି ଚେହେରାଙ୍କୁ ସାମିଲ କରୁଛି, ଯାହାଙ୍କ ଦ୍ୱାରା ଭୋଟର୍‌ମାନଙ୍କର ଭୋଟ ହାତେଇବା ପାଇଁ ସହଜ ହେବ । ବିଜେପି ଏବେ ପଂଜାବ ରାଜନୀତିକୁ ହାତେଇବା ପାଇଁ ଅଂଟା ଭିଡ଼ୁଛି । ଏହି କ୍ରମରେ ନାମକରା ବଲିଉଡ ଅଭିନେତ୍ରୀ ମାହି ଗିଲ୍‌ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସିନେମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଅଭିନେତ୍ରୀ ମାହି ଗିଲ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି ।

Leave A Reply

Your email address will not be published.