କେରପାଇ ଗାଁରେ ମାଓ ପୋଷ୍ଟର

କଳାହାଣ୍ଡି : କେରପାଇ ଗାଁରେ ମାଓ ପୋଷ୍ଟର । ତିଜମାଳି ଖଣି ଖନନକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ କେରପାଇଠାରେ ମାଓବାଦୀମାନେ ଏକ ପୋଷ୍ଟର ଲଗାଇଛନ୍ତି । ପୋଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ । ଗୁରୁବାର ପୋଲିସ ମହାନିର୍ଦ୍ଦେଶକ କଳାହାଣ୍ଡି ଆସି ମାଓ ସମୀକ୍ଷା କରିଥିବା ବେଳେ ଆଜି ମାଓ ପୋଷ୍ଟର ଲାଗିବା ସେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave A Reply

Your email address will not be published.