ମାଁ ଘଣ୍ଟେଶ୍ୱରୀ ମନ୍ଦିର ୩ ଦିନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ

ସମ୍ବଲପୁର : ସମ୍ବଲପୁର ପ୍ରସିଦ୍ଧ ଦେବୀ ପୀଠ ମାଁ ଘଣ୍ଟେଶ୍ୱରୀ ମନ୍ଦିର ୩ ଦିନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ମାଁ ଘଣ୍ଟେଶ୍ଵରୀଙ୍କ ବାର୍ଷିକ ଚୈତ୍ର ପର୍ବ ଆସନ୍ତା କାଲି ରହିଥିବାରୁ ଏହି ପର୍ବରେ କେବଳ ରିତିନୀତି ଅନୁୟାୟୀ କମ ସଂଖ୍ୟାକ ପୂଜକ ଉପସ୍ଥିତ ରହି ବିଧି ମୁତାବକ ପୂଜା କରିବେ ବୋଲି ଘଣ୍ଟେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.