centurian jitm

ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ମାଡ ମାରି ଲୁଟ

nschool

ଭୁବନେଶ୍ୱର : ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ମାଡ ମାରି ଲୁଟ ହୋଇଥିବା ନେଇ ଅଭିଯୋଗ । ଅଭିଯୋଗ ଅନୁସାରେ ଆଜି ସକାଳ ସାଢେ ୬ଟା ସମୟରେ ମନ୍ଦିରରୁ ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସି ଳୁଟ କରିଥିବା ଜଣାପଡିଛି । ଏନେଇ ସହିଦନଗର ଥାନାରେ ମହିଳା ଜଣକ ଅଭିଯୋଗ କରିଥିବା ବେଳେ ସହିଦନଗର ଥାନା ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.