centurian jitm

ଲକଡାଉନ୍‌ କୋହଳ ହୋଇଛି, କରୋନା ନୁହେଁ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆଂଶିକ ଭାବରେ ଲକଡାଉନ୍ କୋହଳ କରାଯାଇଛି । ତେବେ କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ସାମାଜିକ ଦୂରତା ବଜାୟ ରଖନ୍ତୁ । ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.