
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଏସୋସିଏସନ୍ର ସଭାପତି ଭାବେ ଲୋଟସ୍ ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି । ସେହିପରି ମନମୋହନ ରଥ ସାଧାରଣ ସଂପାକ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ ମହଲରୁ ନବ ନିର୍ବାଚିତ ସଭାପତି ଓ ସାଧାରଣ ସଂପାଦକଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।