୩୩ କେଭି ଗ୍ରୀଡ଼ ସବଷ୍ଟେସନ ଲୋକାର୍ପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ନବନିର୍ମିତ ଗ୍ରୀଡ୍ ସବଷ୍ଟେସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ସମୟରେ ଜିଲ୍ଲାପାଳ ବିଶାଲ ସିଂ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , କାଲିମେଳା ସମିତି ଅଧ୍ୟକ୍ଷ । ସୁଭାସିନୀ ସୋଡି, ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ସଭାପତି ଆଡମା ରାବା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!