om academy

ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଡ଼ାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

jsm

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଜନସାଧାରଙ୍କ ନିମନ୍ତେ କେନ୍ଦୁଝର ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଡ଼ାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ୪୭୦୩ କୋଟି ୨୪ ଲକ୍ଷ ବ୍ୟୟରେ ଜିଲ୍ଲାର ୨୫୯ ଗୋଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି । ଜିଲ୍ଲାର ୧୪୩୭୨ ସ୍ୱୟଂ ସହାୟକ ଗୋଷ୍ଠୀର ୧ ଲକ୍ଷ ୫୮ ହଜାର ୬୫୫ ସ୍ୱାବଲମ୍ବୀ ମହିଳାଙ୍କୁ ବିନା ସୁଧରେ ୩୭୮ କୋଟି ଟଙ୍କା ସୁଧରେ ଋଣ ସହାୟତାର ଶୁଭାରମ୍ଭ କରିଛନ୍ତି ।

Leave A Reply

Your email address will not be published.