ପୁଣି ନିଜର ସ୍ଥିତି ଜାହିର କଲା ଲାଲବାହିନୀ

ଫୁଲବାଣୀ : ପୁଣି କନ୍ଧମାଳରେ ନିଜର ସ୍ଥିତି ଜାହିର କଲା ଲାଲବାହିନୀ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ଲାଗିଥିବା ଟ୍ରାକ୍ଟର ଓ ଜେସିବିକୁ ମାଓବାଦୀମାନେ ପୋଡି ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.