ପ୍ରହରୀ ମଣ୍ଡପର କୁମ୍ଭଭରଣ ଉତ୍ସବ ଓଡିଶା By Koshala Prabaha On Saturday 14th May 2022, 10:03 am Share ମୁରିବାହାଲ, (କେପଏନ୍ଏସ୍) : ମୁରିବାହାଲ ବ୍ଲକ ବଡସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମରେ ନବ ନିର୍ମିତ ପ୍ରହରୀ ମଣ୍ଡପର କୁମ୍ଭଭରଣ ଉତ୍ସବ ଗତକାଲି ସମ୍ପନ୍ନ ହୋଇଛି । ଜିଲ୍ଲା ପରିଷଦ ଉପସଭାପତି ମିଥିଲା ମାଝି ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । muribahal news