ଦେଓଗାଁରେ ଘନ କୁହୁଡି : ଯାତାୟାତ ପ୍ରଭାବିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ଅଞ୍ଚଳରେ ଘନ କୁହୁଡି ଲାଗି ରହିଛି । ଫଳରେ ରାସ୍ତାରେ ଯାତ୍ରୀମାନେ ଯିବା ଆସିବା ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । କୁହୁଡି ଯୋଗୁଁ ୨୦ମିଟର ଦୂରତା ମଧ୍ୟ ସ୍ପଷ୍ଟ ଭାବେ ଦେଖା ଯାଉନଥିଲା ।

Leave A Reply

Your email address will not be published.

error: Content is protected !!