oum

ମୁକ୍ତିଲାଭ କଲା କୋଶଲି ଚଳଚ୍ଚିତ୍ର ‘ଜବାବ’

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଗତକାଲି କୋଶଲି ଚଳଚ୍ଚିତ୍ର ‘ଜବାବ’ ମୁକ୍ତିଲାଭ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଡ.ଶ୍ରୀକର ମିଶ୍ର ଏବଂ ସଦର ବ୍ଲକ ସଭାପତି ଗୁଲାପ ବାଗଙ୍କ ସହିତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦାନ କରି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଅଭିନେତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.