ଧୂମାମରା ଗ୍ରାମରେ ଖଣ୍ଡାଯାତ୍ରା ଅନୁଷ୍ଠିତ

ବେଲପଡା, (କେପିଏନ୍‌ଏସ୍‌) : ଧୂମାମରା ଗ୍ରାମରେ ଖଣ୍ଡାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶ କ୍ରମେ ଯୁବ ନେତା ଅର୍କେଶ୍ ନାରାୟଣ ସିଂଦେଓ ବେଲାପଡା ବ୍ଲକ ଧୂମାମରା ଗ୍ରାମର ଖଣ୍ଡାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷେତ୍ରୀୟ ସମାଜକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.