jayashree

ମାୟାମୁଣ୍ଡାର୍‌ ଚନ୍ଦ୍ରଭାନୁ କେ କେଭେ ମିଲ୍‌ବା ଘର୍‌

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଇଲେକ୍ସନ ସରିଗଲେ କିଏ ଶୁନୁଛେ ଗରିବର କଥା । ଆଜି ବି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢାବାହାଲ ପଞ୍ଚାୟତ ମାୟାମୁଣ୍ଡା ଗାଁର୍‌ ଚନ୍ଦ୍ରଭାନୁ ସାହୁଙ୍କର୍‌ ପରିବାରର ଦୁଖର୍‌ କଥା କିଏ ଶୁନୁଛେ, ମାଏଟ୍‌ ଘରେ ରହି ଦିନ କାଟୁଛେ ଇ’ ପରିବାର । ବର୍ଷା ଦିନେ ତାକର୍‌ ଘରେ ଥପ୍‌ ଥପ୍‌ ପାଏନ୍‌ ଥିପୁଛେ । ଘରେ ଶୁଇ ପାରୁଛନ୍‌ ନା ଘରେ ରହି ପାରୁଛନ୍‌ । କେତେ ବେଲେ ଘର୍‌କେ ସାପ ସମୁଛେ ତ କେତେବେଲେ ବେଛୁ । ତାଙ୍କର ପିଲା ଛୁଆ ଘରେ ପଢ଼ିଲେଖି ନେଇଁ ପାରୁଛନ୍‌ । ଘର୍‌ ଗୁଟେ କର୍‌ବା କେ ସରପଞ୍ଚ, ଇ.ଓ, ବି.ଡି.ଓଙ୍କର୍‌ ପାଖ୍‌କେ ଯାଉଛନ୍‌, ହେଲେ ତାଙ୍କର ଗୁହାରି କେହି ଶୁନ୍‌ବାର କେ ନେଇଁନ, ଏନ୍ତା ଅଭିଯୋଗ କରୁଛନ୍‌ ଚନ୍ଦ୍ରଭାନୁ ।

Leave A Reply

Your email address will not be published.