om academy

ଶାନ୍ତିପଡାରୁ ଟାଟାଏସି ଗାଡି ସହ ବିପୁଳ ପରିମାଣରେ ରେଙ୍ଗାଲ କାଠ ଜବତ : ୧ ଗିରଫ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡାରୁ ଟାଟାଏସି ଗାଡି ସହ ବିପୁଳ ପରିମାଣରେ ରେଙ୍ଗାଲ କାଠ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁସାରେ ଶିବତଲା ଜନକପୁରରୁ ବଲାଙ୍ଗିର ପଟକୁ ଆସୁଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ବନ ବିଭାଗର ଏକ ଟିମ୍‌ ଚଢାଉ କରି ଗୋଟିଏ ଟାଟାଏସି ଗାଡି ସହ ବିପୁଳ ପରିମାଣରେ ରେଙ୍ଗାଲ କାଠ ଜବତ କରିଥିଲେ ଓ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ରେଞ୍ଜର କେଶବ କିଶୋର ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.