oom

ଝାରମୁଣ୍ଡାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥଲେଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଡାଲଖାଇ ପାହାଡ଼ଠାରେ ମେଗା ବୃକ୍ଷ ରୋପଣନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୨ ଶହ ଶାଗୁଆନ, ଶହେ ବାଉଁଶ ଓ ଶହେ ନିମ୍ବ ଚାରା ସମେତ ମୋଟ ୫ ଶହ ଚାରା ରୋପଣ କରାଯାଇଛି । ଏଥିରେ ଆୟୋଜକ ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେର, ସମ୍ପାଦକ ସଚ୍ଚିଦାନନ୍ଦ ସାହୁ, ମନୋଜ ଧରୁଆ, ଗୁଣମଣି ସେଟ, କାଳୀଚରଣ ବଗର୍ତ୍ତି, କାର୍ତ୍ତିକ କର୍ତ୍ତି, ବିନୋଦ ଧରୁଆ, ଅନ୍ତର୍ଯ୍ୟାମୀ ମେହେର, ଗୋବିନ୍ଦ ବେହେରା, ସନ୍ତୋଷ ମେହେର, ସୁନୀଲ ମେହେରଙ୍କ ସମେତ ମହିଳା ସଭ୍ୟା ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.