ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବାରିପଦାର ଛାତ୍ରଛାତ୍ରୀ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବାରିପଦାର ଛାତ୍ରଛାତ୍ରୀ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ମୟୁରଭଞ୍ଜର ବିଭିନ୍ନ ବ୍ଲକରେ ଗତକାଲି ଅହିଂସା ରଥ ପରିକ୍ରମା କରିବା ଅବସରରେ ଏକାଧିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.