centurian jitm

ଖପ୍ରାଖୋଲରେ ସିଆର୍‌ପିଏଫ୍ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ

nschool

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସିଆର୍‌ପିଏଫ୍ ୧୮୯ ବାଟାଲିଏନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବାବୁଲ କୁମାର ରୋୟଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଥମେ ସିଆର୍‌ପିଏଫ୍ କେମ୍ପ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ଖପ୍ରାଖୋଲ ସିଆର୍‌ପିଏଫ୍ ୧୮୯ ବାଟାଲିଏନ କ୍ୟାମ୍ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.