ଆସନ୍ତା ୬ରେ କଂସବଧ, ପୌଷପୂର୍ଣ୍ଣିମା ପାଇଁ ୭ ତାରଖରେ ବରଗଡ଼ ଛୁଟି

ମଥୁରାନଗରୀ : ଆସନ୍ତା ୭ ତାରିଖ ଶନିବାର ଦିନ ବରଗଡ଼ ଉପଖଣ୍ଡ ଛୁଟି ରହିବ ବୋଲି ଉତ୍ତରାଂଚଳ ରାଜସ୍ୱ କମିଶନର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ପୌଷପୂର୍ଣ୍ଣମା ପାଇଁ ଏହି ଛୁଟି ଘୋଷଣା କରାଯାଇଥିବାରୁ ଆସନ୍ତା ୬ରେ କଂସବଧ ପରେ ୭ରେ ଏହି ଛୁଟି ମିଳିବ ବୋଲି ବରଗଡ଼ ଜିଲ୍ଲା ପ୍ରଶାସନ ଠାରୁ ଜଣାପଡ଼ିଛି ।

Leave A Reply

Your email address will not be published.