oom

କାନ୍ଦୁଲ ବୁଢ଼ା ଯାତ୍ରା ପାଇଁ ପସ୍ତୁତି ବୈଠକ : ଦଶହରା ପୂର୍ଣ୍ଣିମା ଦିନ ହେବ ଯାତ୍ରା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଧଣ୍ଡାମାଲ ପଞ୍ଚାୟତର ଅନ୍ତର୍ଲା ଗାଁରେ ଦଶହରା ପୂର୍ଣ୍ଣିମା ଦିନ ହେବାକୁ ଥିବା କାନ୍ଦୁଲ ବୁଢ଼ା ଯାତ୍ରାକୁ ନେଇ ଏକ ପସ୍ତୁତି ବୈଠକ ହେଡ ମଲ୍ଲିକ ବାସୁଦେବ ସିଂ ନିନାଙ୍କ ସଭାପତିତ୍ୱରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାଟି ଚଳିତ ବର୍ଷ କରୋନା କଟକଣା ମଧ୍ୟରେ କିଭଳି ଭାବେ ଅନୁଷ୍ଠିତ ହେବ ସେ ଦିଗରେ ଉପସ୍ଥିତ ଦେହେରୀଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ପୂଜକ ଚନ୍ଦ୍ରଭାନୁ ପ୍ରଧାନୀ, ଦେହେରୀ ଶିବା ପ୍ରଧାନୀ, ମଲ୍ଲିକ ସଦାନନ୍ଦ ସିଂ ନିନା, ଚକ୍ରଧର ବଗର୍ତ୍ତି, ଗୌରହରି ବାଗ, ଛତିରିଆ ବୁଦ୍ଧଦେବ ପ୍ରଧାନୀ, ଅନିରୁଦ୍ଧ ଭୋଇ, ଯଶୋବନ୍ତ ଦଣ୍ଡସେନା, ବଳରାମ ପୋଢ଼ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରି ଶୋଳ ପୂଜା ବିଷୟରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.