ନୂଆ ଡିଜିପିଙ୍କୁ ଭେଟିଲେ କନକ ବର୍ଦ୍ଧନ

ଭୁବନେଶ୍ଵର : ଆଜି ଲୋକ ସେବା ଭବନରେ ଓଡିଶାର ନୂଆ ଊଏଚ ଯୋଗେଶ ବହାଦୁର ଖୁରାନିଆଙ୍କୁ ଭେଟି ସ୍ଵାଗତ ଜଣାଇଛନ୍ତି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହି ଅବସରରେ ରାଜ୍ୟର ଆଇନ ଶୃଙ୍ଖଳା ଓ ସୁରକ୍ଷାକୁ କେମିତି ସୁଦୃଢ କରିହେବ ସେ ବିଷୟକୁ ନେଇ ଆଲୋଚନା କରିଥିଲେ ନୂଆ ଡିଜିପିଙ୍କ ସହ ଉପମୂଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ।

Leave A Reply

Your email address will not be published.