ବଲାଙ୍ଗିର, (କେପିଏନଏସ) : ଗତକାଲି ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗିର ପି.ପି.ଏକାଡେମୀଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦିନ ନଭେମ୍ବର ୧ ରେ ଧୁମ୍ଧାମରେ ପାଳନ ଓ ସୁପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ସେଥିପାଇଁ ଅର୍ଥ କମିଟି, ଷ୍ଟେଜ କମିଟି, ସାଂସ୍କୃତିକ କମିଟି, ଗ୍ରାଉଣ୍ଡ କମିଟି, ସୋଭିନିଅର କମିଟି, ମିଡ଼ିଆ ଓ ପ୍ରଚାର ପ୍ରସାର କମିଟି, ଅଭ୍ୟର୍ଥନା କମିଟି, ଖାଦ୍ୟ ଓ ବ୍ୟବସ୍ଥାପକ କମିଟି, ଶାନ୍ତି ଶୃଙ୍ଖଳା କମିଟି ଗଠନ କରାଯାଇଛି । ଏଥିରେ ସମସ୍ତେ ନିଜ ନିଜର ଦାଇତ୍ୱ ସୂଚାରୁ ରୂପେ ସମ୍ପାଦନା କରି ବଲାଙ୍ଗିର ଦିନକୁ ସଫଳତା ସହିତ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ବୈଠକରେ ପ୍ରତାପ ରଥ, ଗୋପାଳ ପ୍ରଧାନ, ଦିନେଶ ଶର୍ମା, କିଶୋର ରଥ, ବିନୋଦ କୁମାର କାଲସାଏ, ସୋମନାଥ ମିଶ୍ର, ଅଭିଷେକ ଦାସ, ବିକାଶ ସା, ହରିଓମ ପଟେଲ, ପ୍ରଭୁଦତ୍ତ ସେଠ, ନୁତନ ଦାସ, ରାମ ଦାସ, ସତ୍ୟ ନାରାୟଣ ହୋତା, ମାନସ ରଞ୍ଜନ ଖୁଆସ, ଦେବାଶିଷ ମିଶ୍ର, ଦେବାଶିଷ ସାହୁ, ସୁବ୍ରତ ସାହୁ, ସକିଳା ବାନୋ, ରୋଜିସ୍ମିତା ହୋତା, ସନ୍ତୋଷ ହୋତା, ବିରେନ୍ଦ୍ର ପାଣ୍ଡେ, ମିନତି ରାଓ, ହେପି ବାରିକ, କୁମୁଦିନୀ ପୃଷ୍ଟି,ଏନିମା ବାରିକ, ପୂଜା ସାହୁ, ଦିବ୍ୟାରାଣୀ ବିଶି, ଅଷ୍ଟମୀ ନାଗ, ଅନୁପ୍ରିୟା ମିଶ୍ର, ଦେବବ୍ରତ ଦିପ, ଶିବୁ ପାତ୍ର, ରାହୁଲ ନାଏକ, ସୁମନ କୁମାର ନନ୍ଦ, କୁନ୍ଦନ ପଟେଲ, ତେଜରାଜ ପୋଡ଼, ମନିଷ କୁମାର ସାଏ, ଆଦର୍ଶ ପୁରୋହିତ, ସୁମିତ ଭୋଇ, ଅର୍ଜୁନ ସାହୁ, ବିଟୁ ଦିପ, ରେସବ କୁମାର କଳତା, ଲକ୍ଷ୍ମଣ ନନ୍ଦ, ଋତୁରାଜ ପ୍ରଧାନ, ଶ୍ରୀକାନ୍ତ ବେହେରା, ଚନ୍ଦ୍ରଶେଖର ମିଶ୍ର, ଏମ ସେତୁପତି, ଦିନ ସେନାପତି, ସ୍ପନ୍ଦନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ବିଦ୍ୟୁଭୂଷଣ ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଲୋଟସ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ ।