ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଭବାନୀପାଟଣା ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡିଏପିଟିଏ ଓ ନାବାର୍ଡ ସହାୟତରେ ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲଙ୍କୁ ମହିଳା ଚାଷୀଙ୍କ ନିମନ୍ତେ ଚାଷ ପ୍ରଣାଳୀରେ ନିଜକୁ ସ୍ୱାବଲମ୍ବୀ କରିବା ଭୂମିକାକୁ ନେଇ ଓଡିଶା ରାଜ୍ୟପାଳଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସମ୍ମାନୀତ ହୋଇଥିବା ଖବର ହସ୍ତଗତ ହୋଇଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟଛି ।

Leave A Reply

Your email address will not be published.