ବେଲପଡାରେ କଳାକାର ଚୟନ ଶିବିର

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକର ପଞ୍ଚାୟତ ଅଫିସଗୃହ ପରିସରରେ ମୁଖ୍ୟ ମନ୍ତ୍ରୀ କଳାକାର ଚୟନ କରାଯାଇଥିଲା । ଏଥିରେ ରଥରାଜ ବୁଡେକ, ଅଲେଖ ବେହେରା, ହରେକୃଷ୍ଣ ବାରିକ, ରୁକ୍ମଣ ନାଗ, ସୂରଜ୍‌ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୧୯୧ ଜଣ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.

error: Content is protected !!