oom

ଟିଟିଲାଗଡ ନିକଟସ୍ଥ ଡିଆଟନ ଗ୍ରାମ ଛକଠାରେ ତିନି ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସକାଳେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ମନ୍ତ୍ରୀ ଆସି ଯୋଗଦେବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପରାସରା ଗ୍ରାମ ପଞ୍ଚାୟତ ଅଭିମୁଖେ ଗସ୍ତ କରୁଥିବା ସମୟରେ ଯୁବ କଂଗେସ ପକ୍ଷରୁ ତିନି ମନ୍ତ୍ରୀଙ୍କୁ ଡିଆଟନ ଛକଠାରେ କଳା ପତାକା ପ୍ରଦର୍ଶନ କରାଯାଇଅଛି । କଳା ପତାକା ପ୍ରଦର୍ଶନକାରୀଙ୍କ ପ୍ରତିକ୍ରିୟା ସହ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ଜ୍ଞାନ ରଞ୍ଜନ ସରାଫଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି ।

jittmm
Leave A Reply

Your email address will not be published.