ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କବିତା ଜଲାନ୍

ସମ୍ବଲପୁର, (ଦାମୋଦର ପଣ୍ଡା) : ଉତ୍ତରାଞ୍ଚଳ ଡିଆଇଜି ଭାବେ ସମ୍ବଲପୁର ସ୍ଥିତ କାର୍ୟ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍ । ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେହି ସ୍ଥାନରେ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉତ୍ତର ପ୍ରଦେଶ କ୍ୟାଡର ଆପିଏସ କବିତା ଜଲାନ୍ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ରାଉରକେଲାରେ କାର୍ୟ୍ୟରତ ଥିଲେ ।

Leave A Reply

Your email address will not be published.