oom

ଅଧା ରହିଲା ଜଗା ଦର୍ଶନ : ‘ଆମ ବସ‘ ଧକ୍କାରେ ୩ ଯୁବତୀ ମୃତ

jsmm

ଭୁବନେଶ୍ୱର : ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ । ୩ ଯୁବତୀ ସମ୍ପର୍କୀୟ ଭଉଣୀ । ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଜଗା ଦର୍ଶନରେ ଯାଉଥିଲେ । ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ ଆମ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି ।

jittmm
Leave A Reply

Your email address will not be published.