centurian jitm

ମାରୱାଡ଼ି ଯୁବାମଞ୍ଚର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

nschool

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ମାରୱାଡ଼ି ଯୁବାମଞ୍ଚର ବୈଠକ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନଠାରେ ସଭାପତି ବଣ୍ଟି ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସାୟର ଜୈନ ସଭାପତି, ଧିରଜ ଜୈନ ସଂପାଦକ, ଶୁଭମ ଜୈନ କୋଷାଧ୍ୟକ୍ଷ, ସୀତେଶ ଜୈନ ଉପସଭାପତି, କିଶୋର ଜୈନ ସହସମ୍ପାଦକ ନିର୍ବାଚିତ ହୋଇଥିଲେ । ରାଷ୍ଟ୍ରୀୟ ସଦସ୍ୟ ଭାବେ ସନ୍ତୋଷ ଜୈନ, ମନୋଜ ଜୈନ ମନୋନୀତ ହୋଇଥିଲେ । ମଞ୍ଚର ସମସ୍ତ ସଦସ୍ୟ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.