ଗୁଡଭେଲା ବ୍ଲକରେ ନୂତନ ବିଇଓ ନମିତା ରାଣୀ ଭୋଇଙ୍କ ଯୋଗଦାନ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକରେ ନୂତନ ବିଇଓ ଭାବେ ନମିତା ରାଣୀ ଭୋଇ ଯୋଗଦାନ କରିଛନ୍ତି । ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି । ଶ୍ରୀମତୀ ଭୋଇ ଏହା ପୂର୍ବରୁ ଲାଞ୍ଜିଗଡ ବିଇଓ ଭାବେ କାର୍ଯ୍ୟ କରିଥିବା ବେଳେ ଗୁଡଭେଲା ବ୍ଲକର ପୂର୍ବତନ ବିଇଓ ରୁଷିଆ ମେହେର ଲାଞ୍ଜିଗଡକୁ ବଦଳି ହୋଇ ଗତକାଲି ରିଲିଫ୍ ହୋଇଛନ୍ତି ।

Leave A Reply

Your email address will not be published.