
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ଗ୍ରାମ ଶ୍ରୀରାମ ମନ୍ଦିରଠାରେ ଆୟୋଜିତ ଯଜ୍ଞ ସମାରୋହ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଛନ୍ତି ।

Recover your password.
A password will be e-mailed to you.