ବରଗଡର ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ନୂତନ ଏସପି ଭାବେ ରାହୁଲ ଜୈନ ଯୋଗ ଦେଇଛନ୍ତି । ବୁଧବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୂର୍ବତନ ଏସପି ପଦ୍ମିନୀ ସାହୁଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ଦାୟିତ୍ୱ ତାଙ୍କ ହାତକୁ ଯାଇଛି । ତେବେ ଏହି ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.