ରତାଖଣ୍ଡିରେ କୃଷକମାନଙ୍କ ପାଇଁ ତାଲିମ ଶିବିର ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଆଆଇପିସିଆର୍‌ଏ ପ୍ରକଳ୍ପ ଅନ୍ତର୍ଗତ ଲୋଇସିଂହା ବ୍ଲକର ରତାଖଣ୍ଡିରେ କୃଷକମାନଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ତାଲିମ ଶିବରରେ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରି କୃଷକ ମାନଙ୍କୁ କୃଷି କ୍ଷେତ୍ର ଉପରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ଅନେକ କୃଷକ ମାନେ ଯୋଗ ଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!