ମାନସିକ ରୋଗୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମିଶନ ଆଶ୍ରାରେ ଥାଇଥାନ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ସିଆଲବନ୍ଧ ଓ ଦମକିପାଲି ଗ୍ରାମର ଦୁଇ ଜଣ ମାନସିକ ରୋଗୀଙ୍କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଉଦ୍ୟମ ଦ୍ୱାରା ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ମିଶନ ଆଶ୍ରାରେ ଥାଇଥାନ ସହିତ ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.