centurian jitm

ବଲାଙ୍ଗିର ଜିଲ୍ଲା ପରିଷଦ ୧୫ନଂ. ଜୋନରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ କସ୍ତୁରୀ ସେଠ୍‌ : ଧୂଆଁଧାର ପ୍ରଚାର

nschool

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ୧୫ନଂ.ର ସଦସ୍ୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ କସ୍ତୁରୀ ସେଠ୍‌ । ଶଙ୍ଖ ଚିହ୍ନରେ ଭୋଟଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ସେ ଘରକୁ ଘର ବୁଲି ଭୋଟର ମାନଙ୍କୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ଆଜି ମରୁଆଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଶ୍ରୀମତୀ କସ୍ତୁରୀ ସେଠ୍‌ଙ୍କ ଧୂଆଁଧାର ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.