centurian jitm

ଦେଓଗାଁ ଅଞ୍ଚଳରେ ଝଡ଼ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ରାତି ପ୍ରାୟ ୯ଟା ସମୟରେ ଝଡ଼ ତୋଫାନ ଦେଖିବାକୁ ମିଳିଥିଲା । ହଠାତ୍ ବର୍ଷା ସହ ଝଡ଼ ତୋଫାନ ହେବାରୁ ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ଲୋକେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ମଧ୍ୟ ନଜରକୁ ଆସିଥିଲା । ଝଡ଼ ତୋଫାନ ଯୋଗୁଁ କିଛି ସମୟ ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ରହିଥିଲା । ବର୍ଷା ପରେ ଲୋକେ ପ୍ରଚଣ୍ଡ ଖରାର ପ୍ରକୋପରୁ କିଛି ମାତ୍ରାରେ ଆଶ୍ୱସ୍ତ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.