ଜନନେତା ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ବିପ୍ଲବୀ, ସ୍ୱାଧୀନତା ସଂଗ୍ରାମୀ ତଥା ଜନନେତା ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ୧୬ ଜୁଲାଇ, ୨୦୨୨ ତାରିଖରେ ପାଳନ କରାଯିବ । ଏହି ଅବସରରେ ରାଜଭବନ ଛକ ସ୍ଥିତ ଚକ୍ରଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟଦେବ ଭବନ ଠାରେ ସନ୍ଧ୍ୟା ୬ଟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ।

Leave A Reply

Your email address will not be published.