om academy

ଜୟ କୋସଲ କୃଷକ ସଙ୍ଗଠନ ବେଲପଡ଼ା ଶାଖା ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ

jsm

ବେଲପଡ଼ା, (ସିପୁନ ଖମାରୀ) : କେନ୍ଦ୍ର ସରକାର ଆଗତ କରିଥିବା କୃଷି ଅଧ୍ୟାଦେଶକୁ ବିରୋଧ କରି ଆଜି ଜୟ କୋସଲ କୃଷକ ସଙ୍ଗଠନ ବେଲପଡ଼ା ଶାଖା ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛଇ ଏବଂ ତହସିଲ ସାମ୍ନାରେ ବିଲ୍ ବିରୋଧରେ ଧାରଣା ଦିଆଯାଇଛି । ତା’ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୃଷି ବିରୋଧୀ ନୀତିକୁ ସମାଲୋଚନା କରିଥିଲେ ଆନ୍ଦୋଲନକାରୀମାନେ ।

Leave A Reply

Your email address will not be published.