centurian jitm

ବାଲି ବୋଝେଇ ଟ୍ରାକ୍ଟର ଜବତ

nschool

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ପଂଚାୟତର ଅଗ୍ରୱାଲା ଛକ ନିକଟରେ ତହସିଲଦାର ମିହିର ରଞ୍ଜନ ବେହେରା ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି । ଏଥିସହ ସହିତ ଉଭୟଙ୍କ ପାଖରୁ ୨୭,୫୦୦ ଟଙ୍କା ହାରରେ ୫୫ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରିଥିଲେ । ଏହି ଚଢ଼ଉରେ ସଦର ଆର ଆଇ ଶରତ ବେହେରା ଓ ଅନ୍ୟ ତହସିଲ କର୍ମଚାରୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.