oum

ଜ‌ଙ୍ଗଲ ସୁରକ୍ଷା ଓ ପରିଚାଳନା

jsm

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ୨୦୨୧-୨୨ ଆର୍ଥିକ ବର୍ଷରେ ୧ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ ଲକ୍ଷ୍ୟ ରଖାଯାଇଛି । ଜଙ୍ଗଲ ସୁରକ୍ଷା ପାଇଁ ୫୧ଟି ବନଖଣ୍ଡ, ୨୮୩ଟି ବନାଞ୍ଚଳ, ୧୦୧୭ ଶାଖା ଓ ୩୬୮୩ଟି ବିଟ୍ କାର୍ଯ୍ୟ କରୁଛି ।

ସବୁଜ ବଳୟ ପାଇଁ ୧୬ ହଜାର ୫ଶହ ହେକ୍ଟର ଜମିରେ ୪ହଜାର ଧାଡି କିମି ପଥ ପାଖ ବନୀକରଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.