ଭାରତୀୟ ଜନତା ପାର୍ଟରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ : ପିପିଲିର ଲଢୁଆ ସଂଗଠକ ଯୁବ ନେତା ରାଧାମୋହନ ଓଡିଶା By Koshala Prabaha On Tuesday 9th April 2024, 10:04 am Share ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିର ଲଢୁଆ ସଂଗଠକ ଯୁବ ନେତା ତଥା ସମାଜସେବୀ ଭାରତୀୟ ଜନତା ପାର୍ଟରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ନିକଟକୁ ପଠାଇଥିବା ରାଧାମୋହନ ସୂଚନା ଦେଇଛନ୍ତି । delanga news