ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର : ଶିରିପୁର ଛକ ନିକଟରେ ବିଚ୍‌ ରାସ୍ତାରେ ଏକ ବୁଲେଟ୍‌ ଜଳିଯିବାର ଖବର ମିଳିଛି । ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବୁଲେଟ୍‌ରେ ନିଆଁ ଲାଗିଯିବାର ଦେଖି ଛକ ନିକଟରେ ଥିବା ଲୋକେ ଭିଡ଼ ଜମାଇଥିଲେ । ଦୁର୍ଘଟଣାର କାରଣ ଓ ଆହତ ହେବାର ସୂଚନା ନାହିଁ ।

Leave A Reply

Your email address will not be published.

error: Content is protected !!