୭ ଲକ୍ଷର ଜାଲ୍ ନୋଟ୍ ଜବତ : ୨ ଗିରଫ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ରାଜଧାନୀରୁ ୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିବା ଜଣାପଡିଛି । ଖାରବେଳନଗର ଥାନା ଅଞ୍ଚଳରୁ ନକଲି ୨୦୦ ଟଙ୍କିଆ ନୋଟ୍ ଜବତ ସହ ନକଲି ନୋଟ୍ କାରବାର ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.