ଲୋଇସିଂହାଠାରେ ନବାହ ପରାୟଣ ଏବଂ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ ଓଡିଶା By Koshala Prabaha On Wednesday 4th January 2023, 5:38 pm Share ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହାଠାରେ ନବାହ ପରାୟଣ ଏବଂ ବିଶ୍ଵ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ସ୍ଥିତ ରାମ ମନ୍ଦିରଠାରେ ଆୟୋଜିତ ଏହି ନବାହ ପରାୟଣ ଏବଂ ବିଶ୍ଵ ଶାନ୍ତି ଯଜ୍ଞରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗଦେଇ ଥିଲେ । loisingha news