କାହିଁକି ପାଳନ କରାଯାଏ ଜାଗର ଯାତ୍ରା ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବଶ୍ୱକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଯାଇ ସାଗର ମନ୍ଥନ ସମୟରେ ବାହାରିଥିବା ବିଷକୁ ମହାଦେବ ପାନ କରି ଦେଇଥିଲେ । ବିଷ ପାନ ପରେ ବିଷ ମହାଦେବଙ୍କ ଶରୀରର ଚାରିଆଡେ ଖେଳିଯାଇ ସେ ମୂର୍ଚ୍ଛାଗତ ଅବସ୍ଥାରେ ପଡି ରହିଥିଲେ । ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରି ସାରା ବିଶ୍ୱ ଜାଗର ରହିଥିଲା । ସେହି ଦିନଠାରୁ ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦେବ ମହାଦେବଙ୍କର ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ ।

Leave A Reply

Your email address will not be published.