ବଲିଉଡ ଅଭିନେତ୍ରୀ ଇଶାଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ୍‌

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଇଶା ଦେଓଲଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ ହୋଇଛି ବୋଲି ଈଶା ତାଙ୍କ ଟୁଇଟର ଆକାଂଉଟରେ ପ୍ରଶଂସକଙ୍କୁ ସତର୍କ କରାଇଦେଇଛ‌ନ୍ତି । ତେବେ ସେ କହିଛନ୍‌ନ୍ତି ଯେ, ମୋର ଆଇଆମଇଶାଦେଓଲ ଆକାଂଉଟକୁ କେହି ଜଣେ ହ୍ୟାକ କରି ନେଇଛି ଏହି ଆକାଂଉଟରୁ ଯଦି କୌଣସି ମେସେଜ ଯାଉଛି ତାହାହେଲେ ଆପଣମାନେ ସତର୍କ ରହିବେ ବୋଲି ଈଶା ପ୍ରଶଂସକଙ୍କୁ କହିଛନ୍ତି । ସେ ଏକ ସ୍କ୍ରିନଶଟ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ କପିରାଇଟ ଉଲ୍ଲଂଘନ ମେସେଜ ରହିଛି

Leave A Reply

Your email address will not be published.